Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Books

Song of Solomon Chapters

1 ଶ ଲୋମନଙ୍କର ପରମଗୀତର ଗୀତଗୁଡ଼ିକ।
2 ମାେତେ ଚୁମ୍ବନ ଦିଅ। ତୁମ୍ଭ ପାଟି ରେ ମାେତେ ଚୁମ୍ବନ ଦିଅ। ତୁମ୍ଭର ପ୍ ରମେ ଦ୍ରାକ୍ଷାରସଠାରୁ ଉତ୍ତମ।
3 ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ। ତୁମ୍ଭ ନାମ ଢ଼ଳା ସୁଗନ୍ଧି ତୈଳ ସ୍ବରୂପ। ତେଣୁ କୁମାରୀଗଣ ତୁମ୍ଭକୁ ପ୍ ରମେ କରନ୍ତି।
4 ମାେତେ ଏକା ତୁମ୍ଭ ପାଖକୁ ଟାଣିନିଅ। ଆସ ଆମ୍ଭେ ଏକତ୍ରୀତ ହାଇେ ଦୌଡ଼ିବା। ରାଜା ଆପଣା ଅନ୍ତଃପୁରକୁ ମାେତେ ଆଣିଅଛନ୍ତି।
5 ଆଗୋ ୟିରୁଶାଲମର କନ୍ଯାଗଣ, ମୁଁ କଦୋରର ତମ୍ବୁ ତୁଲ୍ଯ, ଶ ଲୋମନଙ୍କର ୟବନିକା ତୁଲ୍ଯ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ।
6 ମାେତେ ଦେଖ ନାହିଁ କାରଣ ସୂର୍ୟ୍ଯ ମାେତେ କଳା କରିଅଛି। ମାରେ ମାତାର ସନ୍ତାନଗଣ ମାେ ଉପ ରେ ରାଗିଥିଲେ। ସମାନେେ ମାେତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ। ମାତ୍ର ମୁଁ ମାରେ ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନଇେ ପାରିଲି ନାହିଁ।
7 ହେ ମାରେ ପ୍ରାଣର ପ୍ରିଯତମ, ତୁମ୍ଭେ କେଉଁଠା ରେ ଆପଣା ଗୋରୁଗାଈ ଚରାଉ ଅଛ। ମଧ୍ଯାହ୍ନ ରେ କେଉଁଠା ରେ ଶଯନ କରାଉ ଅଛ, ତାହା ମାେତେ ଜଣାଅ। ତୁମ୍ଭ ସାଙ୍ଗ ଗହଣ ରେ ମୁଁ କାହିଁକି ଜଣେ ଓଢ଼ଣା ଦେଉଥିବା ସ୍ତ୍ରୀ ଲୋକପରି ହବେି ?
8 ହେ ନାରୀ, ତୁମ୍ଭେ କେତେ ସୁନ୍ଦରୀ! ନିଶ୍ଚଯ ତୁମ୍ଭେ ଜାଣ କ'ଣ କରିବାକୁ ହବେ। ମଷେମାନଙ୍କୁ ଅନୁସରଣ କର ଏବଂ ତୁମ ମଷଗେଣଙ୍କୁ ମଷେପାଳକ ତମ୍ବୁ ନିକଟରେ ଚରାଅ।
9 ଆଗୋ ମାରେ ପ୍ରିୟେ ମୁଁ ଫାରୋର ରଥର ଅଶ୍ବିନୀ ସଙ୍ଗେ ତୁମ୍ଭର ଉପମା ଦଇେଅଛି।
10 ତୁମ୍ଭର ଗାଲ ରେ ଗଣ୍ଡ ୟୁଗଳ, ତୁମ୍ଭ ଗଳା ଦେଶ ରେ ରତ୍ନହାର ରେ ସୁଶାେଭିତ।
11 ମୁଁ ତୁମ୍ଭ ପାଇଁ ରୂପାଭୁଣ୍ଡି ଲଗା ସୁବର୍ଣ୍ଣ ପ୍ରସ୍ତୁତ କରିବି।
12 ରାଜା ଭୋଜନାସନ ରେ ଉପବିଷ୍ଟ ଥିବା ବେଳେ ମାେ ଜଟାମାଂସୀର ସୁବାସ ବ୍ଯାପ୍ତ ହେଲା।
13 ମାରେ ପ୍ରିଯତମ, ମାେ ବକ୍ଷସ୍ଥଳ ମଧିଅରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ଯ ମାେ ପ୍ରତି ଅଟନ୍ତି।
14 ମାେ ପ୍ରିଯତମ, ମାେ ପ୍ରତି ଐନଗଦିର ଦ୍ରାକ୍ଷା କ୍ଷେତ୍ରସ୍ଥ ହନୋ ପୁଷ୍ପ ଗୁଚ୍ଛ ତୁଲ୍ଯ ଅଟନ୍ତି।
15 ଆଗୋ ମାରେ ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ ଦେଖ। ତୁମ୍ଭେ ସୁନ୍ଦରୀ ଅଟ। ତୁମ୍ଭର ଆଖି କପୋତ ପରି ଅଟେ।
16 ଦେଖ, ହେ ମାରେ ପ୍ରିଯତମା, ତୁମ୍ଭେ ସୁନ୍ଦରୀ ଅଟ, ହଁ ତୁମ୍ଭେ ମନୋଲୋଭା ଏବଂ ଆମ୍ଭମାନଙ୍କର ଶୟ୍ଯା ତାଜା ସବୁଜ ଘାସ ଅଟେ।
17 ଏରସ କାଠ ଆମ୍ଭମାନଙ୍କ ଗୃହର କଡ଼ି ଓ ଦବଦୋରୁ କାଠ ଆମ୍ଭମାନଙ୍କର ବର୍ଗା।

Song of Solomon Chapters

×

Alert

×